Language   

Не для меня придёт весна

Nikolaj Petrovič Devitte / Николай Петрович Девитте
Back to the song page with all the versions


Tradução Português / Португальский перевод / португальський пере...
ମୋ ପାଇଁ ନୁହେଁNÃO PARA MIM VEM A PRIMAVERA
  
ଏହା ମୁଁ ନୁହେଁ ଯାହା ପାଇଁ ବସନ୍ତ ଋତୁ ଆସେNão para mim, vem a primavera,
ଏହା ମୁଁ ନୁହେଁ ଯାହା ପାଇଁ ଦୋନ ନଦୀରେ ବନ୍ୟା ହଉଛିNão para mim o Don transbordará.
ସେଇଠି, ଗୋଟେ ଝିଅଟିର ହୃଦୟ ଷ୍ପନ୍ଦିତ ହେଉଛିLá está um coração de garota cheio
ଉତ୍ସାହପୂର୍ଣ୍ଣ ଭାବନାର ସହିତ, ମୋ ପାଇଁ ନୁହେଁDe sentimentos elevados – não para mim.
  
ଏହା ମୁଁ ନୁହେଁ ଯାହା ପାଇଁ ବଗିଚା ଫୁଟେNão para mim florescem os jardins,
ଘାଟିରେ ଗୋଟେ ଉପବନ ବଢ଼ିଉଠୁଛିO bosque floresce no vale,
ସେଇଠି, ଗୋଟେ ବୁଲବୁଲ୍ ବସନ୍ତ ସହ ଭେଟେLá o rouxinol encontra a primavera,
ସେ ଖୁବ ଗାଏ, କିନ୍ତୁ ମୋ ପାଇଁ ନୁହେଁEle cantará, não para mim.
  
ଏହା ମୁଁ ନୁହେଁ ଯାହା ପାଇଁ ନଦୀଧାରା ଶବ୍ଦ କରେNão para mim murmuram os riachos
ଗୋଟେ ହୀରା ଧାରା ଭଡ଼ଭଡ଼ ହୁଏFluxos de diamante fluindo,
ସେଇଠି ଗୋଟେ ଝିଅ, କଳା ଆଖିପତା ସହLá está a donzela de sobrancelhas negras,
ସିଏ ବଡ଼ ହଉଛି , କିନ୍ତୁ ମୋ ପାଇଁ ନୁହେଁEla cresce, não para mim.
  
ଏହା ମୁଁ ନୁହେଁ ଯାହା ପାଇଁ ଇଷ୍ଟର ଆସେNão para mim vem a Páscoa,
ପୁରା ପରିବାର ଗୋଟେ ସାରଣୀ ଚାରିପାଖେ ଏକାଠି ହୁଏA família toda se reúne em volta da mesa
"ଯୀଶୁ ପୁନର୍ଜୀବିତ ହେଲେ" ବୋଲି ସମସ୍ତେ କହିବେ“Cristo ressuscitou” derramar-se-á dos lábios,
ଇଷ୍ଟର ଦିନରେ, କିନ୍ତୁ ମୋ ପାଇଁ ନୁହେଁNo dia pascal, não para mim.
  
ଏହା ମୁଁ ନୁହେଁ ଯାହା ପାଇଁ ଗୋଲାପ ଫୁଲ ଫୁଟେNão para mim florescem as flores,
ଗୋଲାପ ଫୁଲ ନିଜ ସୁଗନ୍ଧ ମହାକାଏDesabrocha a rosa perfumada,
ତମେ ଗୋଟେ ଗୋଲାପ ଫୁଲ ତୋଳ ଆଉ ସେ ଝଡ଼ିଯାଏVocê escolhe uma flor, e ela murcha
ଏମିତିଆ ଏକ ଜୀବନ, ମୋ ପାଇଁ ନୁହେଁEssa vida não é para mim.
  
ମୋ ପାଇଁ ଅଛି, ଗୋଟେ ସୀସା ଖଣ୍ଡMas para mim há um pedaço de chumbo
ଏହା ମୋ ଗୋରା ବଦନରେ ପଶିଯିବEle perfurará o corpo branco
ଏବଂ କଡ଼ା ଲୁହ ବହିଚାଲିବE lágrimas amargas verterão
ଏମିତିଆ ଏକ ଜୀବନ, ମୋତେ ଅପେକ୍ଷା କରିଛିEssa vida, irmão, me espera.


Back to the song page with all the versions

Main Page

Note for non-Italian users: Sorry, though the interface of this website is translated into English, most commentaries and biographies are in Italian and/or in other languages like French, German, Spanish, Russian etc.




hosted by inventati.org