Не для меня придёт весна
Nikolaj Petrovič Devitte / Николай Петрович Девиттеଓଡିଆ ଅନୁବାଦ | / Одиа перевод / Одія переклад / Traduzione in ... | |
NO ES PARA MÍ QUE LLEGA LA PRIMAVERA | ମୋ ପାଇଁ ନୁହେଁ |
No es para mí que llega la primavera No es para mi que el Don se desborda. Allí, un corazón de muchacha late con pasión. Pero no es por mí. | ଏହା ମୁଁ ନୁହେଁ ଯାହା ପାଇଁ ବସନ୍ତ ଋତୁ ଆସେ ଏହା ମୁଁ ନୁହେଁ ଯାହା ପାଇଁ ଦୋନ ନଦୀରେ ବନ୍ୟା ହଉଛି ସେଇଠି, ଗୋଟେ ଝିଅଟିର ହୃଦୟ ଷ୍ପନ୍ଦିତ ହେଉଛି ଉତ୍ସାହପୂର୍ଣ୍ଣ ଭାବନାର ସହିତ, ମୋ ପାଇଁ ନୁହେଁ |
No es para mí que florecen los jardines. En el valle, la arboleda reverdece. Allí, un ruiseñor saluda a la primavera: cantará mucho, pero no para mí. | ଏହା ମୁଁ ନୁହେଁ ଯାହା ପାଇଁ ବଗିଚା ଫୁଟେ ଘାଟିରେ ଗୋଟେ ଉପବନ ବଢ଼ିଉଠୁଛି ସେଇଠି, ଗୋଟେ ବୁଲବୁଲ୍ ବସନ୍ତ ସହ ଭେଟେ ସେ ଖୁବ ଗାଏ, କିନ୍ତୁ ମୋ ପାଇଁ ନୁହେଁ |
No es para mí que los arroyos murmuran: resuenan las corrientes diamantinas. Allí , una joven de cejas negras crece, pero no para mí. | ଏହା ମୁଁ ନୁହେଁ ଯାହା ପାଇଁ ନଦୀଧାରା ଶବ୍ଦ କରେ ଗୋଟେ ହୀରା ଧାରା ଭଡ଼ଭଡ଼ ହୁଏ ସେଇଠି ଗୋଟେ ଝିଅ, କଳା ଆଖିପତା ସହ ସିଏ ବଡ଼ ହଉଛି , କିନ୍ତୁ ମୋ ପାଇଁ ନୁହେଁ |
No es para mí que llega la Pascua Toda la familia se reúne a la mesa. "Cristo ha resucitado", exclaman El vino llena los vasos. Esa vida no es para mí. | ଏହା ମୁଁ ନୁହେଁ ଯାହା ପାଇଁ ଇଷ୍ଟର ଆସେ ପୁରା ପରିବାର ଗୋଟେ ସାରଣୀ ଚାରିପାଖେ ଏକାଠି ହୁଏ "ଯୀଶୁ ପୁନର୍ଜୀବିତ ହେଲେ" ବୋଲି ସମସ୍ତେ କହିବେ ଇଷ୍ଟର ଦିନରେ, କିନ୍ତୁ ମୋ ପାଇଁ ନୁହେଁ |
No es para mí que brotan las flores, La rosa esparce su fragancia. toma una flor y se marchitará. Esa vida no es para mí. | ଏହା ମୁଁ ନୁହେଁ ଯାହା ପାଇଁ ଗୋଲାପ ଫୁଲ ଫୁଟେ ଗୋଲାପ ଫୁଲ ନିଜ ସୁଗନ୍ଧ ମହାକାଏ ତମେ ଗୋଟେ ଗୋଲାପ ଫୁଲ ତୋଳ ଆଉ ସେ ଝଡ଼ିଯାଏ ଏମିତିଆ ଏକ ଜୀବନ, ମୋ ପାଇଁ ନୁହେଁ |
Mas, para mí, hay un trozo de plomo: entrará aullando en mi blanco cuerpo y las lágrimas amargas se derramarán. Una vida así, hermano, es la que me espera. | ମୋ ପାଇଁ ଅଛି, ଗୋଟେ ସୀସା ଖଣ୍ଡ ଏହା ମୋ ଗୋରା ବଦନରେ ପଶିଯିବ ଏବଂ କଡ଼ା ଲୁହ ବହିଚାଲିବ ଏମିତିଆ ଏକ ଜୀବନ, ମୋତେ ଅପେକ୍ଷା କରିଛି |