| Tradução Português / Португальский перевод / португальський пере... |
ମୋ ପାଇଁ ନୁହେଁ | NÃO PARA MIM VEM A PRIMAVERA |
| |
ଏହା ମୁଁ ନୁହେଁ ଯାହା ପାଇଁ ବସନ୍ତ ଋତୁ ଆସେ | Não para mim, vem a primavera, |
ଏହା ମୁଁ ନୁହେଁ ଯାହା ପାଇଁ ଦୋନ ନଦୀରେ ବନ୍ୟା ହଉଛି | Não para mim o Don transbordará. |
ସେଇଠି, ଗୋଟେ ଝିଅଟିର ହୃଦୟ ଷ୍ପନ୍ଦିତ ହେଉଛି | Lá está um coração de garota cheio |
ଉତ୍ସାହପୂର୍ଣ୍ଣ ଭାବନାର ସହିତ, ମୋ ପାଇଁ ନୁହେଁ | De sentimentos elevados – não para mim. |
| |
ଏହା ମୁଁ ନୁହେଁ ଯାହା ପାଇଁ ବଗିଚା ଫୁଟେ | Não para mim florescem os jardins, |
ଘାଟିରେ ଗୋଟେ ଉପବନ ବଢ଼ିଉଠୁଛି | O bosque floresce no vale, |
ସେଇଠି, ଗୋଟେ ବୁଲବୁଲ୍ ବସନ୍ତ ସହ ଭେଟେ | Lá o rouxinol encontra a primavera, |
ସେ ଖୁବ ଗାଏ, କିନ୍ତୁ ମୋ ପାଇଁ ନୁହେଁ | Ele cantará, não para mim. |
| |
ଏହା ମୁଁ ନୁହେଁ ଯାହା ପାଇଁ ନଦୀଧାରା ଶବ୍ଦ କରେ | Não para mim murmuram os riachos |
ଗୋଟେ ହୀରା ଧାରା ଭଡ଼ଭଡ଼ ହୁଏ | Fluxos de diamante fluindo, |
ସେଇଠି ଗୋଟେ ଝିଅ, କଳା ଆଖିପତା ସହ | Lá está a donzela de sobrancelhas negras, |
ସିଏ ବଡ଼ ହଉଛି , କିନ୍ତୁ ମୋ ପାଇଁ ନୁହେଁ | Ela cresce, não para mim. |
| |
ଏହା ମୁଁ ନୁହେଁ ଯାହା ପାଇଁ ଇଷ୍ଟର ଆସେ | Não para mim vem a Páscoa, |
ପୁରା ପରିବାର ଗୋଟେ ସାରଣୀ ଚାରିପାଖେ ଏକାଠି ହୁଏ | A família toda se reúne em volta da mesa |
"ଯୀଶୁ ପୁନର୍ଜୀବିତ ହେଲେ" ବୋଲି ସମସ୍ତେ କହିବେ | “Cristo ressuscitou” derramar-se-á dos lábios, |
ଇଷ୍ଟର ଦିନରେ, କିନ୍ତୁ ମୋ ପାଇଁ ନୁହେଁ | No dia pascal, não para mim. |
| |
ଏହା ମୁଁ ନୁହେଁ ଯାହା ପାଇଁ ଗୋଲାପ ଫୁଲ ଫୁଟେ | Não para mim florescem as flores, |
ଗୋଲାପ ଫୁଲ ନିଜ ସୁଗନ୍ଧ ମହାକାଏ | Desabrocha a rosa perfumada, |
ତମେ ଗୋଟେ ଗୋଲାପ ଫୁଲ ତୋଳ ଆଉ ସେ ଝଡ଼ିଯାଏ | Você escolhe uma flor, e ela murcha |
ଏମିତିଆ ଏକ ଜୀବନ, ମୋ ପାଇଁ ନୁହେଁ | Essa vida não é para mim. |
| |
ମୋ ପାଇଁ ଅଛି, ଗୋଟେ ସୀସା ଖଣ୍ଡ | Mas para mim há um pedaço de chumbo |
ଏହା ମୋ ଗୋରା ବଦନରେ ପଶିଯିବ | Ele perfurará o corpo branco |
ଏବଂ କଡ଼ା ଲୁହ ବହିଚାଲିବ | E lágrimas amargas verterão |
ଏମିତିଆ ଏକ ଜୀବନ, ମୋତେ ଅପେକ୍ଷା କରିଛି | Essa vida, irmão, me espera. |