Lingua   

Не для меня придёт весна

Nikolaj Petrovič Devitte / Николай Петрович Девитте
Pagina della canzone con tutte le versioni


ଓଡିଆ ଅନୁବାଦ | / Одиа перевод / Одія переклад / Traduzione in ...
NO ES PARA MÍ QUE LLEGA LA PRIMAVERAମୋ ପାଇଁ ନୁହେଁ
No es para mí que llega la primavera
No es para mi que el Don se desborda.
Allí, un corazón de muchacha late
con pasión. Pero no es por mí.
ଏହା ମୁଁ ନୁହେଁ ଯାହା ପାଇଁ ବସନ୍ତ ଋତୁ ଆସେ
ଏହା ମୁଁ ନୁହେଁ ଯାହା ପାଇଁ ଦୋନ ନଦୀରେ ବନ୍ୟା ହଉଛି
ସେଇଠି, ଗୋଟେ ଝିଅଟିର ହୃଦୟ ଷ୍ପନ୍ଦିତ ହେଉଛି
ଉତ୍ସାହପୂର୍ଣ୍ଣ ଭାବନାର ସହିତ, ମୋ ପାଇଁ ନୁହେଁ
No es para mí que florecen los jardines.
En el valle, la arboleda reverdece.
Allí, un ruiseñor saluda a la primavera:
cantará mucho, pero no para mí.
ଏହା ମୁଁ ନୁହେଁ ଯାହା ପାଇଁ ବଗିଚା ଫୁଟେ
ଘାଟିରେ ଗୋଟେ ଉପବନ ବଢ଼ିଉଠୁଛି
ସେଇଠି, ଗୋଟେ ବୁଲବୁଲ୍ ବସନ୍ତ ସହ ଭେଟେ
ସେ ଖୁବ ଗାଏ, କିନ୍ତୁ ମୋ ପାଇଁ ନୁହେଁ
No es para mí que los arroyos murmuran:
resuenan las corrientes diamantinas.
Allí , una joven de cejas negras
crece, pero no para mí.
ଏହା ମୁଁ ନୁହେଁ ଯାହା ପାଇଁ ନଦୀଧାରା ଶବ୍ଦ କରେ
ଗୋଟେ ହୀରା ଧାରା ଭଡ଼ଭଡ଼ ହୁଏ
ସେଇଠି ଗୋଟେ ଝିଅ, କଳା ଆଖିପତା ସହ
ସିଏ ବଡ଼ ହଉଛି , କିନ୍ତୁ ମୋ ପାଇଁ ନୁହେଁ
No es para mí que llega la Pascua
Toda la familia se reúne a la mesa.
"Cristo ha resucitado", exclaman
El vino llena los vasos.
Esa vida no es para mí.
ଏହା ମୁଁ ନୁହେଁ ଯାହା ପାଇଁ ଇଷ୍ଟର ଆସେ
ପୁରା ପରିବାର ଗୋଟେ ସାରଣୀ ଚାରିପାଖେ ଏକାଠି ହୁଏ
"ଯୀଶୁ ପୁନର୍ଜୀବିତ ହେଲେ" ବୋଲି ସମସ୍ତେ କହିବେ
ଇଷ୍ଟର ଦିନରେ, କିନ୍ତୁ ମୋ ପାଇଁ ନୁହେଁ
No es para mí que brotan las flores,
La rosa esparce su fragancia.
toma una flor y se marchitará.
Esa vida no es para mí.
ଏହା ମୁଁ ନୁହେଁ ଯାହା ପାଇଁ ଗୋଲାପ ଫୁଲ ଫୁଟେ
ଗୋଲାପ ଫୁଲ ନିଜ ସୁଗନ୍ଧ ମହାକାଏ
ତମେ ଗୋଟେ ଗୋଲାପ ଫୁଲ ତୋଳ ଆଉ ସେ ଝଡ଼ିଯାଏ
ଏମିତିଆ ଏକ ଜୀବନ, ମୋ ପାଇଁ ନୁହେଁ
Mas, para mí, hay un trozo de plomo:
entrará aullando en mi blanco cuerpo
y las lágrimas amargas se derramarán.
Una vida así, hermano, es la que me espera.
ମୋ ପାଇଁ ଅଛି, ଗୋଟେ ସୀସା ଖଣ୍ଡ
ଏହା ମୋ ଗୋରା ବଦନରେ ପଶିଯିବ
ଏବଂ କଡ଼ା ଲୁହ ବହିଚାଲିବ
ଏମିତିଆ ଏକ ଜୀବନ, ମୋତେ ଅପେକ୍ଷା କରିଛି


Pagina della canzone con tutte le versioni

Pagina principale CCG


hosted by inventati.org