Lingua   

Не для меня придёт весна

Nikolaj Petrovič Devitte / Николай Петрович Девитте
Pagina della canzone con tutte le versioni


Originaleଓଡିଆ ଅନୁବାଦ | / Одиа перевод / Одія переклад / Traduzione in ...
НЕ ДЛЯ МЕНЯ ПРИДЁТ ВЕСНАମୋ ପାଇଁ ନୁହେଁ
  
Не для меня придёт весна,ଏହା ମୁଁ ନୁହେଁ ଯାହା ପାଇଁ ବସନ୍ତ ଋତୁ ଆସେ
Не для меня Дон разольётся.ଏହା ମୁଁ ନୁହେଁ ଯାହା ପାଇଁ ଦୋନ ନଦୀରେ ବନ୍ୟା ହଉଛି
Там сердце девичье забьётсяସେଇଠି, ଗୋଟେ ଝିଅଟିର ହୃଦୟ ଷ୍ପନ୍ଦିତ ହେଉଛି
С восторгом чувств - не для меня.ଉତ୍ସାହପୂର୍ଣ୍ଣ ଭାବନାର ସହିତ, ମୋ ପାଇଁ ନୁହେଁ
  
Не для меня цветут сады,ଏହା ମୁଁ ନୁହେଁ ଯାହା ପାଇଁ ବଗିଚା ଫୁଟେ
В долине роща расцветает,ଘାଟିରେ ଗୋଟେ ଉପବନ ବଢ଼ିଉଠୁଛି
Там соловей весну встречает,ସେଇଠି, ଗୋଟେ ବୁଲବୁଲ୍ ବସନ୍ତ ସହ ଭେଟେ
Он будет петь не для меня.ସେ ଖୁବ ଗାଏ, କିନ୍ତୁ ମୋ ପାଇଁ ନୁହେଁ
  
Не для меня текут ручьи,ଏହା ମୁଁ ନୁହେଁ ଯାହା ପାଇଁ ନଦୀଧାରା ଶବ୍ଦ କରେ
Журчат алмазными струями,ଗୋଟେ ହୀରା ଧାରା ଭଡ଼ଭଡ଼ ହୁଏ
Там дева с чёрными бровями,ସେଇଠି ଗୋଟେ ଝିଅ, କଳା ଆଖିପତା ସହ
Она растёт не для меня.ସିଏ ବଡ଼ ହଉଛି , କିନ୍ତୁ ମୋ ପାଇଁ ନୁହେଁ
  
Не для меня придёт Пасха,ଏହା ମୁଁ ନୁହେଁ ଯାହା ପାଇଁ ଇଷ୍ଟର ଆସେ
За стол родня вся соберётся,ପୁରା ପରିବାର ଗୋଟେ ସାରଣୀ ଚାରିପାଖେ ଏକାଠି ହୁଏ
"Христос воскрес" из уст польётся,"ଯୀଶୁ ପୁନର୍ଜୀବିତ ହେଲେ" ବୋଲି ସମସ୍ତେ କହିବେ
Пасхальный день не для меня.ଇଷ୍ଟର ଦିନରେ, କିନ୍ତୁ ମୋ ପାଇଁ ନୁହେଁ
  
Не для меня цветут цветыଏହା ମୁଁ ନୁହେଁ ଯାହା ପାଇଁ ଗୋଲାପ ଫୁଲ ଫୁଟେ
Распустит роза цвет душистый.ଗୋଲାପ ଫୁଲ ନିଜ ସୁଗନ୍ଧ ମହାକାଏ
Сорвёшь цветок, а он завянетତମେ ଗୋଟେ ଗୋଲାପ ଫୁଲ ତୋଳ ଆଉ ସେ ଝଡ଼ିଯାଏ
Такая жизнь не для меня.ଏମିତିଆ ଏକ ଜୀବନ, ମୋ ପାଇଁ ନୁହେଁ
  
А для меня кусок свинцаମୋ ପାଇଁ ଅଛି, ଗୋଟେ ସୀସା ଖଣ୍ଡ
Он в тело белое вопьётся,ଏହା ମୋ ଗୋରା ବଦନରେ ପଶିଯିବ
И слезы горькие польются.ଏବଂ କଡ଼ା ଲୁହ ବହିଚାଲିବ
Такая жизнь, брат, ждёт меня.ଏମିତିଆ ଏକ ଜୀବନ, ମୋତେ ଅପେକ୍ଷା କରିଛି


Pagina della canzone con tutte le versioni

Pagina principale CCG


hosted by inventati.org